ଫେବୃୟାରୀ ୧୬ରୁୁ ଯୁକ୍ତ ୨ ପରୀକ୍ଷା

ଫେବୃୟାରୀ ୧୬ରୁୁ ଯୁକ୍ତ ୨ ପରୀକ୍ଷା

ଫେବୃୟାରୀ ୧୬ରୁୁ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟର ଥିଓରି ପରୀକ୍ଷା ଆରମ୍ଭ ହେବ । ଗୋଟିଏ ମସୟରେ ସମସ୍ତ ପରୀକ୍ଷା ଆରମ୍ବ ହୋଇ ମାର୍ଚ୍ଚ ୧୫ରେ ଶେଷ ହେବାକୁ ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତିି କରିଛିି । ୨୦୨୪ ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର ୨୧ରୁ ଆରମ୍ଭ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଡିସେମ୍ବର ୧ରୁ ୪ ମଧ୍ୟରେ ୧୦୦ ଟଙ୍କା ଜରିମାନ, ୬ରୁ ୭ ମଧ୍ୟରେ ୪୫୦ ଜରିମାନ ଦାଖଲ କରିପାରିବେ । ଏକ୍ସୃ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇ ଅକ୍ଟୋବର ୭ରେ ଶେଷ ହୋଇଛି । ରାଜ୍ୟର ୧୪୦୦ କଲେଜର ସାଢେ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ପରିଷଦ ଆକଳନ କରିଛି । ଅନଲାଇନ ଓ ଅଫଲାଇନରେ ଖାତା ଦେଖା ହେବ । ସୂଚନାନୁସାରେ, ୨୦୨୪ ସାଧାରଣ ନିର୍ବାଚନ ପରେ ଫଳ ପ୍ରକାଶ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *