ଫ୍ରେବୃୟାରୀରୁ ଆୟୁଷ୍ମାନ କାର୍ଡ…

ଫ୍ରେବୃୟାରୀରୁ ଆୟୁଷ୍ମାନ କାର୍ଡ…

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ ସୂଚନା । ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । କହିଲେ, ନୂଆ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ କାର୍ଡ । ଆୟୁଷ୍ମାନ ଯୋଜନାରୁ କେହି ବି ବଞ୍ଚିତ ହେବେ ନାହିଁ । କେନ୍ଦ୍ରୀୟ ଟିମ୍‌ ମଧ୍ୟ ବୁଲିକି ଯାଇଛନ୍ତି । ଏହା ସହ ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନର୍ସିଙ୍ଗ କଲେଜ ମଧ୍ୟ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *