ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ

ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ

ସାରା ଦେଶରେ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରେଜ । ବିଶ୍ୱନେତାମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ନରେନ୍ଦ୍ର ମୋଦି । 9ବର୍ଷର ଶାସନ କାଳ ମଧ୍ୟରେ ସର୍ବାଧିକ 14ଟି ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ଭି ମୂରଲୀଧରନ ସୂଚନା ଦେଇଛନ୍ତି । ୨୦୧୮ ମସିହାରେ ଆମେରିକା ପକ୍ଷରୁ ସର୍ବୋଚ୍ଚ ପର୍ଯ୍ୟାବରଣ ପୁରସ୍କାରରେ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଅର୍ଥ ଦ୍ୱିପାକ୍ଷୀକ, କ୍ଷେତ୍ରୀୟ ଏବଂ ବୈଶ୍ୱିକ କ୍ଷେତ୍ରରେ ତାଙ୍କୁ ସାରା ବିଶ୍ୱ ରୋଲ ମଡେଲ ଭାବୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *