ଭୁବନେଶ୍ୱର:
ବଦଳିଛି ମାଟ୍ରିକ ପରୀକ୍ଷା ଢାଞ୍ଚା ଏବଂ ଯେମିତି ସମ୍ମେଟିଭ-୧, ସମ୍ମେଟିଭ-୨ ପରୀକ୍ଷା କରାଯାଉଥିଲା | ଏଣିକି ଆଉ ସେମିତି ହେବ ନାହିଁ ବର୍ଷ ଶେଷରେ କେବଳ ଗୋଟିଏ ପରୀକ୍ଷା କରାଯିବ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ବଡ ଘୋଷଣା କରାଯାଉଛି |
ପୂର୍ବପରି ବର୍ଷ ଶେଷରେ କେବଳ ଗୋଟିଏ ହିଁ ବୋର୍ଡ ପରୀକ୍ଷା କରାଯିବ ଯେମିତି ୨ଟି ପରୀକ୍ଷା କରାଯାଉଥିଲା | ସମ୍ମେଟିଭ-୧, ସମ୍ମେଟିଭ-୨ ସେମିତି ଆଉ କରାଯିବ ନାହିଁ | ଏଣିକି ଦଶମରେ କେବଳ ଗୋଟିଏ ବୋର୍ଡ ପରୀକ୍ଷା ବର୍ଷ ଶେଷରେ କରାଯିବ | ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା କିନ୍ତୁ ଆଉ ହେବ ନାହିଁ | ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଧ୍ୟ ସୂଚନା ଦିଆଯାଉଛି | ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୂର୍ବଭଳି ଯେଉଁଭଳି ଗ୍ରେଡ଼ ସିଷ୍ଟମ ରହୁଥିଲା ଗ୍ରେଡ଼ ସିଷ୍ଟମ ମଧ୍ୟ ରହିବ | ୬୦୦ ମାର୍କରେ ହିଁ ପିଲାମାନେ ପରୀକ୍ଷା ଦେବେ ଯେଉଁ ଢାଞ୍ଚାରେ ପରୀକ୍ଷା କରାଯାଉଥିଲା କୋଭିଡ ପରଠାରୁ ସେଇ ଢାଞ୍ଚା ବର୍ତ୍ତମାନ ସମୟରେ ବଦଳୁଛି | କୋଭିଡ ପୂର୍ବରୁ ଯେଉଁଭଳି ପ୍ରକାର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିଲେ ବର୍ଷ ଶେଷରେ ଗୋଟିଏ ହିଁ ବୋର୍ଡ ପରୀକ୍ଷା କରାଯାଉଥିଲା |
ଏଣିକି ସେମିତି ହିଁ ହେବ କେବଳ ଗୋଟେ ପରୀକ୍ଷା ବୋର୍ଡ ଶେଷରେ କରାଯିବ | କିନ୍ତୁ ହାପିୟାର୍ଲି ପରୀକ୍ଷା ମଧ୍ୟ କରାଯିବ ଏବଂ ପିଲାଙ୍କ ପ୍ରାଟିସ ପାଇଁ ଏଇ ପରୀକ୍ଷା ରହିବ | ସେହିଭଳି ସପ୍ଲିମେଣ୍ଟାରୀ ଯେଉଁମାନେ ଦେବେ ସେମାନଙ୍କ ପାଇଁ ମଧ୍ୟ ଫର୍ମଫିଲପ ତାରିଖ ଘୋଷଣା କରାଯାଉଛି | ପରୀକ୍ଷାର ତାରିଖ ମଧ୍ୟ ଘୋଷଣା କରାଯାଇଛି | ୨୬ ମେ’ ରୁ ଜୁନ ୧ ତାରିଖ ମଧ୍ୟରେ ସପ୍ଲିମେଣ୍ଟାରୀ ପାଇଁ ଛାତ୍ରଛାତ୍ରୀ ମାନେ ଫର୍ମଫିଲପ ଦାଖଲ କରିପାରିବେ | ୩ ଜୁଲାଇ ରୁ ୮ ଜୁଲାଇ ମଧ୍ୟରେ ପରୀକ୍ଷା କରାଯିବ | କିନ୍ତୁ ଆହାରି ଭିତରେ ସବୁଠୁ ବଡ ଘୋଷଣା କରାଯାଉଛି | ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଦଳିଛି ମାଟ୍ରିକ ପରୀକ୍ଷାର ଢାଞ୍ଚା ଏଣିକି ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ | ତେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଗୋଟେ ପରୀକ୍ଷା ଦେବେ | ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ |