ବହିଷ୍କାର ହେବେ ମୋଦି ବିରୋଧୀ ମାଳଦ୍ୱୀପର 3 ମନ୍ତ୍ରୀ !

ବହିଷ୍କାର ହେବେ ମୋଦି ବିରୋଧୀ ମାଳଦ୍ୱୀପର 3 ମନ୍ତ୍ରୀ !

ଭାରତ-ମାଳଦ୍ୱୀପ ବିବାଦରେ ନୂଆ ମୋଡ । ମୋଦୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ପରେ ଏବେ ସବୁଆଡୁ ମାଳଦ୍ୱୀପକୁ ନିନ୍ଦା କରାଯାଉଛି । ଏବେ ଘଟଣାକୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ ନିନ୍ଦା କରିଛି ଏବଂ ମୋଦିଙ୍କୁ ପ୍ରଶଂସା କରିଛି । ମାଳଦ୍ୱୀପର ଶିଳ୍ପ ସଂଘ କହିଛି, ଭାରତ ହେଉଛି ଆମର ପଡୋଶୀ ଓ ସହଯୋଗୀ ରାଷ୍ଟ୍ର । ବିପଦ ସମୟରେ ଭାରତ ପ୍ରଥମେ ସହଯୋଗର ହାତ ବଢାଇଥାଏ । ମାଳଦ୍ୱୀପର ଶିଳ୍ପ କ୍ଷେତ୍ରରେ ଭାରତର ଅନେକ ଅବଦାନ ରହିଛି । ମୋଦିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା 3 ମନ୍ତ୍ରୀଙ୍କୁ ବହିଷ୍କାର ପାଇଁ ଦାବି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *