ମହାପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ଉପଲକ୍ଷେ ବାଙ୍ଗରିପୋଷୀ ରୁ ପୁରୀ ସୁପରଫାଷ୍ଟ ଟ୍ରେନ! ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ରଥ ଯାତ୍ରା ଉପଲକ୍ଷେ ବାଙ୍ଗରିପୋଷୀ ରୁ ପୁରୀ ସୁପରଫାଷ୍ଟ ଟ୍ରେନ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝି ଏବଂ ବାଙ୍ଗରିପୋଷୀ ବିଧାୟିକା ସଞ୍ଜଳି ମୁର୍ମୁ ,ଅନ୍ୟାନ୍ୟ ନେତୃ ବୃନ୍ଦ ଙ୍କ ଉପସ୍ଥିତି ରେ ଯାତ୍ରା ର ଶୁଭ ଆରମ୍ଭ କରାଯାଇଛି ! ପ୍ରକାଶ ଥାଉ କି ଆସନ୍ତା ତା 14-07-2024 ରିଖ ରବିବାର ସକାଳ 7ଟା 30 ମିନିଟ ରେ ବାହୁଡା ରଥ ଯାତ୍ରା ଅଭିମୁଖେ ଯାତ୍ରା କରିବ ସୁପେର ଫାଷ୍ଟ ବାଙ୍ଗରିପୋଷୀ ରୁ ପୁରୀ ! ଉକ୍ତ ଅଞ୍ଚଳରେ ମହାପ୍ରଭୁ ଜଗନ୍ନାଥ ଙ୍କ ଭକ୍ତ ପ୍ରେମୀ ମାନଙ୍କର ଖୁସିର ଲହରୀ ଖେଳି ଯାଇଛି !ବାଙ୍ଗରିପୋଷୀ ରୁ ନୀଳକଣ୍ଠ ଦାସ ରିଓ ନିଉଜ

You can share this post!
author