ନିଜକୁ ବାବାର ପରିଚୟ ଦେଇ ସାଜିଥିଲା ରାବଣ
ଗରିବରୁ ଧନୀ ହେବାର ପ୍ରଲୋଭନ ଦେଖାଇ ମହିଳାଙ୍କୁ ନିଜ ଜାଲରେ ଫସାଉଥିଲା
ନିସନ୍ତାନଙ୍କୁ ସନ୍ତାନ ପ୍ରାପ୍ତିର ଆସା ଦେଖାଇ କରୁଥିଲା ଶୋଷଣ
ଏପରି ଏକ ଅଭିଯୋଗ ହୋଇଥିଲା କମିଶନରେଟ ପୋଲିସ ପାଖରେ
ଅଭିଯୋଗ ପରେ ଭଦ୍ରକରୁ ସେହି ଭଣ୍ଡ ବାବାକୁ ଉଠାଇ ଆଣିଛି କମିଶନରେଟ ପୋଲିସ
କେବଳ ଜଣେ ନୁହଁନ୍ତି ଅନେକ ମହିଳା ଏହାର ଶିକାର ହୋଇଛନ୍ତି
ଯଦି କୌଣସି ମହିଳା ଠକେଇର ଶିକାର ହୋଇଥିବେ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ କହିଛି କମିଶନରେଟ ପୋଲିସ