ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବିଷୋଦଗାର…ବର୍ଷିଲା ବିଜେଡି

ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବିଷୋଦଗାର…ବର୍ଷିଲା ବିଜେଡି

ବାଲିଯାତ୍ରାରେ ଆୟୋଜନରେ ଜିଲ୍ଲା ପ୍ରଶାସନର ଅପାରଗତାକୁ ନେଇ ବର୍ଷିଲା ବିଜେଡି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗଲେ ଏବଂ ତାଙ୍କୁ ଇଲେକଟ୍ରୋନିକ ଗାଡି ଯୋଗାଇ ଦିଆଯାଇ ପାରିଲା ନାହିଁ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ରାଗି କରି ଚାଲି ଚାଲି ଯାଇଥିଲେ । ଏବଂ ମୁଖ୍ୟମନ୍ତ୍ରୀ ଦହିବରା ଖାଇଲେ ହେଲେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ କୌଣସି କଥା କହିଲେ ନାହିଁ । ବାଲିଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଟାକ୍ଷ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଖାଲି ସେତିକି ନୁହେଁ , ଲେନିନ୍ ଆହୁରି ମଧ୍ୟ କହିଛନ୍ତି, ‘ ମୁଖ୍ୟମନ୍ତ୍ରୀ କବି ଭାବେ କହିଛନ୍ତି, ବାଲିଯାତ୍ରାରେ କଟକ ସଦର ବିଧାୟକ ପ୍ରକାଶ ବେହେରା ବିକୃତ ଇଂରାଜୀରେ ଭାଷଣ ଦେ  ଏହା କଣ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିଛି ।

author

Related Articles

Leave a Reply

Your email address will not be published. Required fields are marked *