ନିର୍ବାଚନକୁ ଦିନ କେଇଟା ବାକିଥିବା ବେଳେ ନେତା ମନ୍ତ୍ରୀ ମାନଙ୍କ ଦଳ ଡିଆଁ ପର୍ବ ଚାଲିଛି । ଏ ଦଳରୁ ସେ ଦଳକୁ ଡିଆଁ ମାରୁଛନ୍ତି ନେତାମନ୍ତ୍ରୀ । ଏ ଦଳର ଗେହ୍ଲାପୁଅ ଆଜି ସେ ଦଳର ନେତା । ଏଭଳି କ୍ଷେତ୍ରପେ ବିଜେପିରେ ମିଶିଛନ୍ତି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ବିଧାୟକ ବ୍ୟୋମକେଶଙ୍କ ମାମୁଁ ହେଉଛନ୍ତି ଅଜୟ । ସେ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ । ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି ।

You can share this post!
author
Related Articles
ତେଜୁଛି ନିମାପଡା ରାଜନୀତି…
- June 5, 2025
ହତାଶ ବିଜେପି ନେତା !
- June 5, 2025