ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ..

ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ..

ଜାଣନ୍ତୁ କଣ ହୋଇଥିଲା ପୂରା ଘଟଣା |

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଅଣ୍ଡା ମାଡ କରିଛି ଛାତ୍ର କଂଗ୍ରେସ। ବିଗତ ୫ ତାରିଖରେ ଧ୍ରୁବ ସାହୁଙ୍କ ବିରୋଧରେ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ଇସାରାରେ ୧୦୦ ଲୋକ ଆସି ସଂପୃକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ ଏବଂ ତା ସହିତ ଆଇନ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ।କେବଳ ଅଣ୍ଡାମାଡ ନୁହେଁ ବରଂ ଧ୍ରୁବଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ।ସମସ୍ତ ସ୍ଥାନରେ ତାଙ୍କୁ ଜୋରଦାର ବିରୋଧ କରାଯିବା ସହ କାଳିମାଡ କରିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *