ହସଖୁସିର ମାହୋଲ ଭିତରେ ଘଟିଗଲା ଅଘଟଣ। ବିବାହ ମଣ୍ଡପରେ ବରକନ୍ୟାଙ୍କ ସହ ସେଲିବ୍ରେସନ ଚାଲିଥିବାବେଳେ ନିଆଁ ଲାଗି ଜଳି ଯାଇଛନ୍ତି ବରକନ୍ୟାଙ୍କ ସମେତ ଶହେରୁ ଅଧିକ ଲୋକ । ଏଭଳି ଘଟଣା ଘଟିଯାଇଛି ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ । ବାଣ ଫୁଟିବା ବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଣ ନିଆଁ ପଡ଼ି ବିବାହ ମଣ୍ଡପ ସଂପୂର୍ଣ୍ଣ ପୋଡି ଯାଇଥିଲା । ଫଳରେ ଲୋକେ ବାହାରକୁ ବାହାରି ପାରିନଥିଲେ । ପୋଡି ହେବାରୁ ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲର ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଭୟଙ୍କର ଅଗ୍ନିକାଣ୍ଡରେ ପାଖାପାଖି ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଘଟଣାସ୍ଥଳରେ ଏବେବି ଚାଲିଛି ଉଦ୍ଧାର କା

You can share this post!
author
Related Articles
ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……
- January 11, 2025
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024