ବିଶ୍ୱ ଦେଖିଲା ଓଡ଼ିଶା ନୌବାଣିଜ୍ୟର ପରମ୍ପରା । ଭାରତ ଆର୍ନ୍ତଜାତୀୟ ମେଳା-୨୦୨୩ରେ ଓଡ଼ିଶା ପ୍ୟାଭିଲିୟନରେ ଚିତ୍ରିତ ହୋଇଛି ଓଡ଼ିଶା ନୌବାଣିଜ୍ୟର ଝଲକ । ଆଜିଠୁ ୨୭ ତାରିଖ ପର୍ୟ୍ୟନ୍ତ ନୁଆଦିଲ୍ଲୀର ପ୍ରଗତି ମଇଦାନରେ ୪୨ ତମ ଭାରତ ଆର୍ନ୍ତଜାତୀୟ ମେଳା-୨୦୨୩ର ଆୟୋଜନ କରାଯାଇଛି । ସେଠାରେ ଓଡ଼ିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ଓଡ଼ିଶା ମନ୍ତ୍ରୀ ଅଶୋକ ପଣ୍ଡା । ବସୁଧୈବ କୁଟୁମ୍ବକମ, ୟୁନାଇଟେଡ ବାଇ ଟ୍ରେଡ୍ ବିଷୟବସ୍ତୁ ଆଧରରେ ଓଡ଼ିଶା ପ୍ୟାଭିଲୟନ ପ୍ରସ୍ତୁତ କରାଯାଇଛି ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025