ହିନ୍ଦୁ ଧର୍ମର ଲୋକମାନେ ଶିବଙ୍କୁ ପୂଜା କରିଥାନ୍ତି । ଦେବଙ୍କର ଦେବ ହେଉଛନ୍ତି ମହାଦେବ । ଭାରତର ବିଭିନ୍ନ ସ୍ଥାନରେ ଶିବ ଭଗବାନଙ୍କ ଜ୍ୟୋର୍ତିଲିଙ୍ଗ ପୂଜା ପାଉଛି । ଛତିଶଗଡର ଗରିୟାବନ୍ଦ ଜିଲ୍ଲାରେ ଏକ ଶିବ ଲିଙ୍ଗ ରହିଛି ଯାହା ଭୂତେଶ୍ୱର ମହାଦେବ ଭାବେ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଲିଙ୍ଗ ପ୍ରତିବର୍ଷ 5ରୁ 8 ଇଞ୍ଚ ବୃଦ୍ଧି ପାଉଛି । ଏହା ଧିରେ ଧିରେ ବଢି ବିରାଟକାୟ ହୋଇଗଲାଣି ।ଏହି ଶିବ ଲିଙ୍ଗ ଗରିୟାବନ୍ଧର ଘନ ଜଙ୍ଗଲରେ ଅବସ୍ଥିତ । ବହୁ ଦୂରରୁ ଲୋକମାନେ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି । ଶିବଙ୍କର ଏହି ଲିଙ୍ଗରେ ସାମାନ୍ୟତମ ଫାଟ ରହିଥିବା ହେତୁ ଏହାକୁ ଅର୍ଦ୍ଦନାରୀ ଭାବରେ ପୂଜା କରାଯାଏ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025