ବୃଦ୍ଧି ହେଲା କମର୍ସିଆଲ ଗ୍ୟାସ ଦର

ବୃଦ୍ଧି ହେଲା କମର୍ସିଆଲ ଗ୍ୟାସ ଦର

ମହଙ୍ଗା ହେଲା ଏଲପିଜି କମର୍ସିଆଲ ସିଲିଣ୍ଡର ଦର । ଆଜିଠାରୁ ଦିଲ୍ଲୀରେ 25 ଟଙ୍କା ଏବଂ ମୁମ୍ୱାଇରେ 26 ଟଙ୍କା ବଢିଛି ସିଲିଣ୍ଡର ଦର । କେବଳ କମର୍ସିଆଲ ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ଘରୋଇ ଏଲପିଜି ଗ୍ୟାସର ଦର ଅପରିବର୍ତ୍ତିତ ରହିଛି । ଅଏଲ ମାର୍କେଟିଂ କମ୍ପାନି ଗୁଡିକ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି ।  ଅନ୍ୟପଟେ ଜେଟ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଲଗାତାର ୪ ଥର ଦର ହ୍ରାସ ପାଇଥିବା ବେଳେ ଆଜିଠୁ ଦର ବଢ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *