ବୋର୍ଡ କାର୍ଯ୍ୟରେ ପହଁଚିଲା ଖାତା …

ଗତ ୧୫ ତାରିଖରୁ ୫୫ଟି ମୁଲ୍ୟାଣ କେନ୍ଦ୍ରରେ ଚାଲିଥିବା ମାଟ୍ରିକ ଉତର ଖାତା ମୁଲ୍ୟାଣ କାର୍ଯ୍ୟ ଶେଷ ହୋଇଛି | ମୂଲୟନ କାର୍ଯ୍ୟ ମୋଟାମୋଟି ଭାବେ ଶେଷ ହୋଇଛି ବୋଲି କୁହାଯାଇଥିବା ବେଳେ କେତେକ ପରୀକ୍ଷତ୍ରୀଙ୍କ ହିନ୍ଦୀ ,ସଂସ୍କୃତ ଉତର ଖାତା ମୁଲ୍ୟାଙ୍କୁ ନେଇ ଦ୍ୱନ୍ଦ୍ୱୟ ରହିଥିବା ସୂଚନା ମିଳିଛି | ପରୀକ୍ଷତ୍ରୀମାନେ ତୃତୀୟ ଭାଷା ପରୀକ୍ଷା ଦେବା ଲାଗି ଫର୍ମ ପୁରାଣ ଗୋଟିଏ ବିଷୟରେ କରିଥିବା ବେଳେ ପରୀକ୍ଷା ଭାଷାରେ ଦେଇଥିଲେ | ଏହି ପରି ପାଖାପାଖି ୫ହଜାର ଉତର ଖାତା ବୋର୍ଡ କର୍ତୁପକ୍ଷରୁ ଅଧୀନରେ ପରୀକ୍ଷାମାନେ ପୁନ୍ହା ଯାଞ୍ଚ କରିବାରେ ଯୋଜନା ରହିଛି | ଦିନେ ଦୁଇ ଦିନ ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବ ବୋଲି ବୋର୍ଡରୁ ସୂଚନା ମିଳିଛି | ମୁଲ୍ୟାଣ ପ୍ରକିୟା ପ୍ରାୟ ଶେଷ ହୋଇଥିବାରୁ ଖୁବଶୀଘ୍ର ଟେବୁଲେଁସି ପ୍ରକ୍ରିୟା ବୋର୍ଡ ପକ୍ଷରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି |

author

Related Articles

Leave a Reply

Your email address will not be published. Required fields are marked *