ବ୍ୟାନ ହେଲା ୧୫୬ଟି ଔଷଧ । ଜ୍ୱର, ଥଣ୍ଡା, ଆଲର୍ଜି ପରି ଫିକ୍ସ ଡୋଜ କମ୍ବିନେସର ଔଷଧରେ ପ୍ରତିବନ୍ଧକ ଲଗାଇଲେ ସରକାର । ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିଦ୍ଦିଷ୍ଟ ଔଷଧ ଉପରେ କଟକଣା ଲାଗିଛି । ୧୫୬ଟି ଔଷଧ ଉପରେ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ଫିକ୍ସ ଡୋଜ କମ୍ବିନେସନ ଭାବେ ଏହି ଔଷଧ ଜଣା । ଜ୍ୱର, ଥଣ୍ଡା, ଆଲର୍ଜି , ଯନ୍ତ୍ରଣା ପାଇଁ ଏହି ଔଷଧ ଗୁଡିକ ବ୍ୟବହାର କରାଯାଇଥାଏ । ଏହା ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର,ଓ ମଲ୍ଟିଭିଟାମିନ ରହିଛି । ମଣିଷ ଶରୀର ଉପରେ ଏଗୁଡିକର କୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ଉପରେ କଟକଣା ଲଗାଯାଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025