ବ୍ୟୋମକେଶଙ୍କ ୫ଟି ପ୍ରଶ୍ନ…

ବ୍ୟୋମକେଶଙ୍କ ୫ଟି ପ୍ରଶ୍ନ…

ବ୍ୟୋମକେଶଙ୍କ ୫ଟି ପ୍ରଶ୍ନରେ ଚୁପ ହୋଇଗଲେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ! ବ୍ୟୋମକେଶଙ୍କ ସ୍ୱରରେ ହୁଲସ୍ତୁଲ ହେଲା ବିଧାନସଭା ଗୃହ । ଚୁପ ହୋଇଗଲେ ବିଜେପି ନେତା । ବର୍ତମାନ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଧାନ କିଣାକୁ ନେଇ ହେଉ ବା ଆଇନ ବିଶୃଙ୍ଖଳାକୁ ନେଇ ହେଉ । ବିରୋଧୀଙ୍କ ସ୍ୱରରେ ଉଠୁଛି ପଡୁଛି ବିଧାନସଭା । ଆଉ ଏହି କ୍ରମରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ବିଧାନସଭାରେ ଯେଉଁ ପ୍ରସଙ୍ଗ ଉଠାଇଥିଲେ ଏବଂ ଯେଉଁଭଳି ଭାବରେ ନିଜ ବକ୍ତବ୍ୟ ରଖିଥିଲେ ତାର ଭିଡିଓ ଭାଇରାଲ ହେଉଛି । ଏବଂ ବ୍ୟୋମକଶଙ୍କ ପ୍ରଶ୍ନରେ ଶାସକ ବିଜେପିର ପାଟି ଚୁପ୍ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *