ଭଞ୍ଜନଗର ଆଇଆଇସିଙ୍କୁ ଭେଟିଲେ ରିଓ ନ୍ୟୁଜ ମୁଖ୍ୟ

ଭଞ୍ଜନଗର ଆଇଆଇସିଙ୍କୁ ଭେଟିଲେ ରିଓ ନ୍ୟୁଜ ମୁଖ୍ୟ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀଙ୍କୁ ରିଓ ନ୍ୟୁଜ ମୁଖ୍ୟ ରାହୁଲ ସ୍ୱାଇଁ ଆଜି ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ।ଏଥିସହ ସ୍ଥାନୀୟ ଆଇନ ଶୃଙ୍ଖଳା ବ୍ୟବସ୍ଥା,ଆସନ୍ତା ନିର୍ବାଚନ,ଟ୍ରାଫିକ ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ।
ରିପୋର୍ଟ ଜେ.କେ ପଟ୍ଟନାୟକ

author

Related Articles

Leave a Reply

Your email address will not be published. Required fields are marked *