ଭାଲୁ ଆକ୍ରମଣ ରେ ମହିଳା ମୃତ

ଭାଲୁ ଆକ୍ରମଣ ରେ ମହିଳା ମୃତ

ଭାଲୁ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ l କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି ଏହି ଅଘଟଣl ମୃତ ମହିଳା ଆମପାଣି ପଂଚାୟତ ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି l ସୂଚନା ମୁତାବକ ଜୟପାଟଣା ବ୍ଳକ ବେରନ୍ ସିଲ୍ ଗାଁକୁ ନିଜ ମାର ଦେହ ଅସୁସ୍ଥ ହେବାର ଖବର ପାଇ ଯାଉଥିବା ସମୟରେ ଆକ୍ରମଣ କରିଥିଲା ଭାଲୁ । ତେବେ ଘଟଣା ସ୍ଥଳରେ ହିଁ ମହିଳା ଙ୍କ ମୃତ୍ୟୁ ହୋଇଥିବା ସୂଚନା ।

author

Related Articles

Leave a Reply

Your email address will not be published. Required fields are marked *