ଭୁବନେଶ୍ୱରରେ ଖୋଲିଲା ସୁଭଦ୍ରା କଲ୍ ସେଣ୍ଟର

ଭୁବନେଶ୍ୱରରେ ଖୋଲିଲା ସୁଭଦ୍ରା କଲ୍ ସେଣ୍ଟର

ଭୁବନେଶ୍ୱରରେ ଖୋଲିଲା ସୁଭଦ୍ରା କଲ୍ ସେଣ୍ଟର । ଓକାକ ଠାରେ ସୁଭଦ୍ରା କଲ ସେଣ୍ଟର ଉଦଘାଟିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉଦଘାଟନ କରିଛନ୍ତି । ତେବେ ସେ କହିଛନ୍ତି ଯେ, ସର୍ବ ସାଧାରଣଙ୍କ ସୁବିଧା ଅନୁଯାୟୀ, ଏହି କଲ ସେଣ୍ଟର ଉଦଘାଟିତ ହୋଇଛି । ନିଜର ସନ୍ଦେହ ଦୂର କରିବାକୁ ଫୋନ ଆସୁଛି । ଦୈନିକ ୨୦ରୁ ୨୨ ହଜାର ଫୋନ କଲ ଆସୁଛି । ଏବଂ ଶେଷ ହିତାଧୀକାରୀ ଏହି ଟଙ୍କା ପାଇବା ଯାଏଁ କଲ ସେଣ୍ଟର ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ୧୭ ତାରିଖ ପରେ ବି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *