ଭୁବନେଶ୍ୱରରେ ପୁଣି ବଢିଲା ଜମି କେଳେଙ୍କାରୀ । ଦୀର୍ଘ ବର୍ଷ ହେବ ରାଜଧାନୀର ଛାତି ଉପରେ ଏପରି ଅନିୟମିତ କାଯ୍ୟକ୍ରମ ଚାଲିଛି ଯାହା ସମସ୍ତେ ଜାଣି ଶୁଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି । ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଦେଶର ଜଣାଶୁଣା ରିୟଲ ଇଷ୍ଟେଟ କମ୍ପାନୀ ଡିଏଲଏଫ ଏକର ପ୍ରତି ୮୦ ଲକ୍ଷ ଟଂକାରେ ହାତେଇ ଥିବା ଜମିର ମୂଲ୍ୟ ଆଜିର ଦିନରେ ଏକର ପ୍ରତି ୩୦ କୋଟିରେ ପହଞ୍ଚିଛି । ସେତେବେଳର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନୋଟିଫିକେସନକୁ ପରିବର୍ତ୍ତନ କରି ଏବେ ସେଠାରେ ରେସିଡେନସିଆଲ କମ୍ପେକ୍ଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ଫାଇନକୁ ମିଶାଇ ଏବେ ଏହି ଜମିର ମୂଲ୍ୟ ୨୪ ଶହ କୋଟିରୁ ଅଧିକ ଟଙ୍କା।

You can share this post!
author