ଭୁଶୁଡ଼ିଲା ସର୍ବବୃହତ୍ତ ରେଳ ଟନେଲ…

ଭୁଶୁଡ଼ିଲା ସର୍ବବୃହତ୍ତ ରେଳ ଟନେଲ…

ଭୁଶୁଡ଼ିଲା ଭାରତର ସର୍ବ ବୃହତ ଟନେଲ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେର ଚାରି ନମ୍ବର ଟନେଲ । ଆଡ଼େନିଗଡ଼ ଠାରୁ ଅନତି ଦୁର କଖାରୁଫାଳ ନିକଟରେ ଭୁଶୁଡ଼ିଯାଇଛି। ପ୍ରାୟ ୩୦ ଫୁଟରୁ ଉର୍ଦ୍ଧ ତଳକୁ ମାଟି ଭୁସୁଡ଼ି ଯାଇଛି। ତେବେ ନିମ୍ନ ମାନର କାର୍ୟ୍ୟ ପାଇଁ ଏମିତି ଅଘଟଣ ଘଟିଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଚି। ଭୁସୁଡ଼ି ଯାଇଥିବା ଟନେଲର ଚାରି ପଟେ ଆବଦ୍ଧ କରିଦିଆ ଯାଇଛି।ଟନେଲ ଭିତରେ କିଏ କିଏ, କେତେଜଣ କାମ କରୁଥିଲେ,କେତେଜଣ ମୃତ , କେତେଜଣ ଆହତ ଏ ବାବଦରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ମୁହଁ ଖୋଲୁ ନାହାନ୍ତି।

author

Related Articles

Leave a Reply

Your email address will not be published. Required fields are marked *