ଡେରାବିଶ୍ ବ୍ଲକର ନହଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ କାଉପଡା ,ନହଙ୍ଗ ,ରଘୁଦେଇପୁର ,କୁସିଆପାଳ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ଓ ଗ୍ରାମପଞ୍ଚାୟତର ନିର୍ବାଚନ ପ୍ରତିନିଧି ଓ ଚାଷୀ ମାନଙ୍କର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଚାଷୀ ମାନଙ୍କଠୁ ଧାନ ସଂଗ୍ରହ କରା ଯିବା ସହିତ କଟଣି ଛଟିନ ବ୍ୟବସ୍ତା ପ୍ରତି ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ରଖିଛନ୍ତି | କେମିତି ଚାଷୀ ମାନଙ୍କର ମୂଲ୍ୟ ଯାହା ରହିଛି ଠିକ ଭାବରେ ଚାଷୀ ଉଚିତ ମୂଲ୍ୟ ପାଇପାରିବେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ,ଦେବଶ୍ରୀ ମଣ୍ଡଳ ,ପୁନମ ଜେନା ,ସ୍ୱରୂପ କୁମାର ଦାସ ,ଅଜୟ ରାଉତ ,ଆଶୁତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ନହଙ୍ଗ ସମିତିର ସମ୍ପାଦକ ଦେବ ପ୍ରସାଦ ସାହୁ ,ରଘୁଦେଇପୁରର ଜୟ ପ୍ରକାଶ ସ୍ୱାଇଁ ,କାଉପଡାର ସୁମନ ସିଦ୍ଧତା ଦାସ ,କୁସିଆପାଳ ସମ୍ପାଦକ ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଯୋଗଦେଇଥିଲେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025