ପଞ୍ଚମ ସନ୍ଧ୍ୟl ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ସନ୍ଧ୍ୟାରେ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ହରଭଙ୍ଗl ଗୋଷ୍ଠୀ ଉନ୍ନୟନ ଅଧିକାରୀ ସlପ୍ନିତl ନାୟକ, ଯୁଗଳ କିଶୋର ନାୟକ ସଭାପତି ଅଶୋକ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ମଞ୍ଚllଷିନ ଥିଲେ l ରମେଶ ଚନ୍ଦ୍ର ତାରିଶୀୟl ମଞ୍ଚ ପରିଚାଳନା କରିଥିବା ବେଳେ ମନୋଜ ପlଠି ସଂlଶୃତିକ କାର୍ଯକ୍ରମ ପରିଚାଳନା କରିଥିଲେ l ଏହି ପଞ୍ଚମ ସନ୍ଧ୍ୟାରେ
କଳାକାରଙ୍କ ଦ୍ଵାରା ଲୋକଗୀତ ସହିତ ପରାୟଣ ଗାୟିକା ବିଜ୍ଞାଶି ବାରିକ୍ ଙ୍କ ପରାୟଣ ଭଜନ ଦର୍ଶକଙ୍କ ମନ ମୋହିଥିଲା l ସନ୍ଧ୍ୟାର ରଙ୍ଗାରଙ୍ଗ ଉତ୍ସବରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କଳାକାର ଉମାକାନ୍ତ ବାରିକ୍ ଓ ସାଥିଙ୍କ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ପଡିଆ ଉତ୍ସବ ମୁଖରିତ ହୋଇଥଲା l କଳାକାରଙ୍କ ରଙ୍ଗବତୀ ଗୀତର ତାଳେ ତାଳେ ସମସ୍ତ ଦର୍ଶକ ନlଚିବା ସହିତ ମହୋତ୍ସବର ମଜା ଉଠାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ କମିଟି ସଭାପତି ଅକ୍ରୁର ସେଠି, ପ୍ରାଣବନ୍ଧୁ ସାହୁ, ବିଜୟ କହଁର, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଜୋଗ କରିଥିଲେ l
