ମନ୍ତ୍ରୀଙ୍କ ଘରୁ ବାହାରିଲା ସାପ .ଯାହାକୁ ଦେଖିବାକୁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ . ତେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକରୀ ବାସ ଭବନରେ ଦେଖିବାକୁ ମିଳିଛି ନାଗ ସାପ .ସନ୍ଧ୍ୟା ୮ଟା ସମୟରେ ଏହି ନାଗ ସାପଟି ଖାଦ୍ୟ ସନ୍ଧାନରେ ଆସି ଘରେ ପଶି ଯାଇଥିବା କୁହଯାଉଛି .କ୍ୱାଟର ଭୀତରେ ଏତେ ବଡ଼ ନାଗ ସାପ ଦେଖିବାପରେ ଲୋକେ ସ୍ନେକ ହେଲ୍ପଲାଇନ କୁ ଖବର ଦେଇଥିଲେ . ପରେ ଖବର ପାଇ ସ୍ନେକ ହେଲ୍ପଲାଇନ ସହଯୋଗର ସାପଟିକୁ ଉଦ୍ଧାର କରାଯାଇଥିଲା .
ତେବେ ରାଜଭବନ ଛକରେ ଥିବା ଭିଆଇଆଇଆର୧ କ୍ୱାର୍ଟରରେ ରହୁଥିବା ଗଶଶିକ୍ଷା ମନ୍ତ୍ରୀ ନିତ୍ୟାପନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେି ସନ୍ଧ୍ୟା ସମୟରେ ଏକ ବଡ଼ ନାଗ ସାପ ପଶିଯାଇଥିଲା . ସାପଟି ଗେଟ ପଟୁ ପଶି ଘର ଆଡକୁ ଯାଉଥିବା ସମୟରେ ସୁରକ୍ଷା କର୍ମୀ ଏବଂ ଲୋକେ ସାପକୁ ଦେଖି ଘଡ଼ାଇଥିଲେ .