ନିର୍ବାଚନ ,ନେତାଙ୍କ ଦଳ ଡିଆଁ ,ଟିକଟ ବଂଟା ଏହାଭିତରେ ଯଦି ଆଉ କେଉଁ ଜିନିଷକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା .ସେ ହେଉଛି ବରିଷ୍ଠ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ . ଏପରି ଆମେ ଏଥିପାଇଁ କହୁଛୁ କାରଣ ନିର୍ବାଚନ ସମୟରେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତ ରାୟଙ୍କୁ ବିଜେଡ଼ି ଭୁବନେଶ୍ୱର ଲୋକ ସଭା ଆସନରୁ ଟିକଟ ଦେଇଥିବା ବେଳେ . ବଡ଼ ପୁଅ କଂଗ୍ରେସ ଟିକଟରୁ ନିମାପଡ଼ା ଆସନ୍ତୁ ନର୍ବିାଚନ ଲଢ଼ିଥିଲେ . ସେତେବେଳେ ବିଭିନ୍ନ କଥା ତାଙ୍କ ପରିବାରକୁ ନେଇ ଚର୍ଚ୍ଚା ହେଉଥିଲା . ସିର୍ଦ୍ଧାଥ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଯିଏ ବାପାର ନୁହେଁ ସେ କାହାର ନୁହେଁ ବୋଲି କିହିଥିଲେ .ହେଲେ ଏବେ ନିର୍ବାଚନର ୮ମାସ ପରେ ମୁଁହ ଖୋଲିଛନ୍ତି ମନ୍ମଥ ସେ ତାଙ୍କ ବଡ଼ ଭାଇଙ୍କ ସହ ୧୮ ବର୍ଷହେଲା କଥା ହୋଇ ନାହାଁନ୍ତି ବୋଲି କହିଛନ୍ତି .
ତେବେ ମନ୍ମଥଙ୍କ ଏପରି ବୟାନ ପରେ .ସିର୍ଦ୍ଧାଥ କହିଛନ୍ତି କେତେ ଗୁମର ଖୋଲିବା କଥା ଖୋଲନ୍ତୁ .କିନ୍ତୁ ନବୀନଙ୍କ ଆନାଲିସିସ ହେବ ନବୀନଙ୍କ ଡଙ୍ଗା ବୁଡ଼ିବ . ମେତେ ଗାଳିଦେଲେ କଣ ହେବ ହିସାବ ଦିଅନ୍ତୁ . ସେ କଣ ପ୍ରେସର ପାଉଥିବେ ନବୀନ କଣ କହୁଛନ୍ତି ସେ କଣ କରୁଛନ୍ତି କରନ୍ତୁ ? .ତେବେ ଦର୍ଶକ ବନ୍ଧୁ ରାଜନୀତିରେ କିଛି ବି ସମ୍ଭବ . ଆମେ କେତେ ବେଳେ କଣ ହେବ କହିହେବନି ?. ଯଦି ଆମେ ଦେଖିବାକୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେପି ଅପରାଜିତା ଷଡଙ୍ଗୀଙ୍କୁ ଟିକଟ ଦେଇଥିବା ବେଳେ ବିଜେପି ଟିକଟରୁ ପ୍ରଥମେ ଶ୍ରୀମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଶେଷ ମୂହୁର୍ତରେ ମନ୍ମଥ ରାଉତରାୟଙ୍କୁ ଟିକଟ ମିଳିଲା .