ଗତକାଲି ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ । । ଏହାକୁ ନେଇ ଉତ୍ସବ ମୁଖର ହୋଇଛି ବିଜେପି ଶିବିର । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଛନ୍ତି । ଦଳୀୟ ନେତା ଓ ମନ୍ତ୍ରୀମାନେ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକାଠି ହୋଇଛନ୍ତି । ୮ ଘଣ୍ଟାର ବିତର୍କ ପରେ ସର୍ବସମ୍ମତି କ୍ରମେ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ବିଲ ସପକ୍ଷରେ ୨୧୫ ଭୋଟ ପଡିଥିବାବେଳେ ବିଲକୁ କେହି ବିରୋଧ କରିନଥିଲେ ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025