କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତରର୍ଗତ କାମ୍ବ୍ରୀକିଆ ଗ୍ରାମ ନିକଟସ୍ଥ ମାଁ ଟାଡିଶ୍ବରୁ ବା ଭୁଲେଶ୍ବରି ପାହାଡରେ ମକର ସଂକ୍ରାନ୍ତି ପାଳନ ହୋଇଯାଇଛି। ଏହି ଭୁଲେଶ୍ବରୁ ମାଁଙ୍କୁ କାମ୍ବ୍ରୀକିଆ ଗ୍ରାମବାସି ତଥା ଯୁବକ ସଂଘ ସଭାପତି ଶ୍ରୀଯୁକ୍ତ ରମାଚର ପ୍ରଧାନ ,ସଂପାଦକ ଶ୍ୟାମଘନ ,ମଲ୍ଲିକ ,ପୂଜାରି ଟୁଣିଆଁ ପ୍ରଧାନଙ୍କ ତରଫରୁ ୧୯ ସହୋ ୯୦ ମସିହା ଠାରୁ ଆଯୋକୁ ୩୩ ବର୍ଷଧୋରି ଭୁଲେଶ୍ବରୁ ପାହାଡରେ ପ୍ରତ୍ୟେକ ବର୍ଷ ଥରୁଟିଏ ମକର ସଂକ୍ରାନ୍ତି ଦିନ ପାଳନ କରାଯାଉଛି। ମାଁ ଟାଡିଶ୍ବରୁ କନ୍ଧମାଳ ଜିଲ୍ଲାର ପୂର୍ଣ୍ଣବାସି ଜାନୀକୁ ଆଭ୍ରିଭାବ ହୋଇଛନ୍ତି ତେଣୁ ମାଁ ଭୁଲେଶ୍ବରି ଙ୍କୁ ବୋକ୍ତମାନେ ଯୋଉଁଠି ଥାଇକି ଡାକିଲେ ମାଁ ଭୋକ୍ତମାନଙ୍କର ମନବାଞ୍ଛା ପୁରଣ କରିଥାନ୍ତି। ମାଁ ଟାଡିଶ୍ବରୁ ଭୁଲେଶ୍ବରୁ ପାହାଡର ଉପରେ ବିରାଜମାନ କରିଛନ୍ତି। ମାଁଙ୍କୁ ଦର୍ଶନ କରିବା ପାଇଁହେଲେ ଭୁଲେଶ୍ବରି ପାହାଡ ଉପରକୁ ଯିବାପାଇଁ ହେଲେ ଦୁଇକିଲ ମିଟର ରାସ୍ତାକୁ ଏକ ଘଣ୍ଟାର ରାସ୍ତାରେ ଖାଲି ପାଦରେ ଭୋକ୍ତମାନେ ଚାଲି ଚାଲି ଯିବାକୁ ପଡିଥାଏ । ଏହି ପାହାଡ ଉପରେ ବିଭିନ୍ନ ପ୍ରକାର ସୁନ୍ଦର୍ୟ୍ୟ ଗୁମ୍ଫା ରହିଅଛି । ଭୋକ୍ତମାନେ ମାଁଙ୍କୁ ଦର୍ଶନ କରିଲାପରେ ଶେହି ଗୁମ୍ଫାକୁ ଯାଇ ଅଲୌକିକ ଦୃଶ୍ୟ ଦେଖି ଆଚର୍ୟ୍ୟ ହୁଅନ୍ତି ଭୋକ୍ତମାନେ । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି କମିଟି ପକ୍ଷରୁ ଭୋକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ପାଇଁ ବେବ୍ୟସ୍ଥା କରାଯାଉଛି । ଏହି ମକର ସଂକ୍ରାନ୍ତିରେ ପୂରୁଷ ମହିଳା ଏବଂ କୁନି କୁନି ବାଳକ ବାଳିକା ସମେତ ପାଞ୍ଚ ହଜାର ରୁ ଉର୍ଦ୍ଧ ଭୋକ୍ତମାନଙ୍କୁ ମାଁଙ୍କୁ ଆର୍ଶୀବାଦ ନେବା ସହିତ ପୂନ୍ୟ ଅର୍ୟ୍ୟନ କରିଥିବା ଦେଖିବାକୁ ମିଳିଥିଲା। ମାଁ ଟାଡିଶ୍ବରୁ ଅତି ପୁରାତ୍ବନ ହେଲେମଧ୍ୟ କୌଣସି ବ୍ଲକ ପ୍ରଶାସନ ହେଉବା ଜିଲ୍ଲା ପ୍ରଶାସନ ହେଉ କାହାର ସରକାରଙ୍କ , ମାଁ ପାଖରେ ଦୃଷ୍ଟି ପଡି ପାରୁନାହିଁ । ମାଁ ଭୁଲେଶ୍ବରି ମନ୍ଦିରଙ୍କ ୩୩ ବର୍ଷ ବିତି ଯାଇଥିଲେ ଶୁଧା ଆଜି ପ୍ରର୍ୟ୍ୟନ୍ତ ସରକାର ତରଫରୁ କୌଣସି ଦୃଷ୍ଟି ପଡି ପାରିନାହିଁ। ତେଣୁ ମାଁଙ୍କର ନୂତନ ମନ୍ଦିର ନିର୍ମାଣ କରିବାପାଇଁ ସରକାର ଙ୍କୁ ଗ୍ରାମବାସି ଏବଂ ଅଞ୍ଚଳବାସୀଙ୍କ ଦାବି ଅରିଛନ୍ତି।

You can share this post!
author
Related Articles
ନୂତନ ଆଶା କର୍ମୀ ନିଯୁକ୍ତି ପାଇଁ ଦାବୀ
- November 12, 2024
ଆମ୍ବ କୋଇଲି ନେଲା ଜୀବନ
- November 1, 2024