ମାଟିରେ ମିଶିଲା ଆତଙ୍କୀଙ୍କ ଘର…

ମାଟିରେ ମିଶିଲା ଆତଙ୍କୀଙ୍କ ଘର…

୪୮ ଘଣ୍ଟା ଭିତରେ ବଡ ଆକ୍ସନ । ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର । ଘାଟିରେ ସକ୍ରିୟ ଥିବା ୪ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍‌, ସାହିଦ୍ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି । ତେବେ ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୪ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ତେବେ କେବଳ ଏତିକିରେ ଭାରତୀୟ ସେନା ଶାନ୍ତ ପଡିନି । ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ ଜାରି ରହିଛି । ଏବେ ବି ଆତଙ୍କବାଦୀ ସେଠାରେ ଲୁଚି ରହିବା ସନ୍ଦେହରେ ଭାରତୀୟ ସେନା ପକ୍ଷରୁ ତଲାସି ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *