ମାଡି ଆସୁଛି ବଡ଼ ବିପଦ , ଖସିପଡ଼ିଲେ ସେବାୟତ !

ମାଡି ଆସୁଛି ବଡ଼ ବିପଦ , ଖସିପଡ଼ିଲେ ସେବାୟତ !

ମାଡ଼ିଆସୁଛିକି ବଡ଼ ଅଘଟଣ ?ମହାଦୀପ ଉଠିବା ବେଳେ ସେବାୟତ ପଡ଼ି ଆହତ . ପ୍ରଥମେ ପହଣ୍ଡି ସମୟରେ ପଡ଼ିଗଲେ ବଡ଼ ଠାକୁର ଏବେ ମନ୍ଦିର ଉପରକୁ ମହାଦୀପ ଉଠିଲା ବେଳେ ଖସିପଡ଼ିଲା ମହାଦୀପ . ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପାପ ଛୁଉଁଛି . ଏହା ଦ୍ୱାରା କଣ ଜଣାଇଦେବାକୁ ଚାହୁଁଛନ୍ତି ମହାଦେବ ? ଆଗକୁ ଓଡ଼ିଶା ପ୍ରତି କିଛି ବିପଦ ଅଛିକି ? ଏହାକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି .

ତେବେ ଗତ କାଲି ଶିବରାତ୍ରୀ ପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ବେଶ ଚଳଚଂଳଚ ଥିବା ବେଳେ ହଠାତ ବଡ଼ ଅଘଟଣ ଘଟିଛି .ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ୱିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡ଼ିଛନ୍ତି . ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି .

. ଅନ୍ୟପଟେ ମହାଦୀପ ଉଠିବା ବେଳେ ଯେଉଁ ଅଘଟଣ ଘଟିଛି ତାହା ଶ୍ରୀଜିଉଙ୍କ ରଥଯାତ୍ରା ସମୟରେ ହୋଇଥିବା ମହାଅଘଟଣା କଥାକୁ ମନେ ପକାଇ ଦେଇଛି . ତାଳଧ୍ୱଜ ରଥରେ ଗୋଟି ପହଣ୍ଡି ସମୟରେ ବଡଠାକୁର ବଳଭଦ୍ର ଅଣେଇ ହୋଇ ପଡ଼ିଯାଇଥିଲେ .ଏଥିରେ ସେବାୟତମାନେ ଆହତ ମଧ୍ୟ ହୋଇଥିଲେ . ସେତେବେଳେ ଏହି ଅଘଟଣକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା .

author

Related Articles

Leave a Reply

Your email address will not be published. Required fields are marked *