ମାମୁଁଘର ଗଲା ମହାପ୍ରଭୁଙ୍କ ପୋଢୁଁଆ ଭାର

ମାମୁଁଘର ଗଲା ମହାପ୍ରଭୁଙ୍କ ପୋଢୁଁଆ ଭାର

ଆସନ୍ତାକାଲି ପୋଢୁଆଁ ଅଷ୍ଟମୀ । ପୋଢୁଁଆ ହେବେ ବଡ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜିଉ ମନ୍ଦିରରୁ ପୋଢୁଁଆ ଭାର ପୁରୀ ଯାଇଛି । ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ସମସ୍ତ ସାମଗ୍ରୀ ସହିତ ବିଭିନ୍ନ ପ୍ରକାରର ଫୁଲ, ଫଳ ଏବଂ ଦୟଣା ତୁଳସୀ ଭାରରେ ରହିଛି । ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଏଥିରେ ଭାଗ ନେଇ ପାଛୋଟି ନେଇଛନ୍ତି ପୋଢୁଆଁ ଭାରକୁ। ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *