ରାଜ୍ୟର ମାଲକାନାଗିରି ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ମାଓବାଦୀ । ତେବେ ମାଲକାନାଗିରିର ବିଏସଏଫ ଯବାନଙ୍କୁ ବଡ ସଫଳତା ମିଳିଛି । ବଡ଼ ଧରଣର ବସ୍ଫୋରଣ ପାଇଁ ମାଓବାଦୀ ମାନେ ଯୋଜନା କରିଥିବା ବେଳେ ଏହାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ । ପଡ଼ିଆ ଥାନା ଶିଲାକୋଟା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ୩ଟି ଶକ୍ତିଶାଳୀ ଆଇଇଡି, ୨୫ଟି ଜିଲୋଟିନ୍ ଷ୍ଟିକ୍ ଓ ବିଦ୍ୟୁତ ତାର ଜବତ । ସୀମାନ୍ତ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବଢ଼ିଥିବା ବେଳେ ମାଲକାନଗିରିରେ କିନ୍ତୁ ଦୁର୍ବଳ ହୋଇଛି ମାଓ ଗଡ଼ ।

- February 25, 2024
0
59
Less than a minute
You can share this post!
author