ମାଳଦ୍ଵିପରେ ଫସିଛନ୍ତି ୪୦ ଓଡ଼ିଆ ଯୁବକ

ମାଳଦ୍ଵିପରେ ଫସିଛନ୍ତି ୪୦ ଓଡ଼ିଆ ଯୁବକ

ମାଳଦ୍ଵିପରେ ଫସିଛନ୍ତି ଓଡ଼ିଆ ୪୦ ଉର୍ଦ୍ଧ ଓଡ଼ିଆ ଯୁବକ । ୬  ମାସ ତଳେ ରୋଜଗାର ଆଶାରେ ଖଲିକୋଟର ୧୫ ଜଣ ଯୁବକ ସମେତ ଓଡ଼ିଶାର ୪୦ ଜଣ ଯୁବକ ମାଳଦ୍ୱିପ ଯାଇଥିଲେ । ସେଠାରେ ଏକ ମାସ କାମ କଲ ପରେ ସେଠାରେ ଠିକ୍ ରେ ଦରମା କମ୍ପାନୀ ଦେଇଥିବା ବେଳେ ତାର ପରବର୍ତ୍ତୀ ମାସ ଠାରୁ ଠିକରେ ଦରମା ଦେଉନି ।  ଖାଇବା ପାଇଁ ଟଙ୍କା କମ୍ପାନୀ ମାଗୁଥିବା ବେଳେ ରହୁଥିବା ରୁମ୍ ର ବିଦ୍ୟୁତ ବିଚ୍ଛିନ୍ନ କରି ଦେଉଛନ୍ତି କମ୍ପାନୀ କତୃପକ୍ଷ । ତେବେ ମାଳଦ୍ଵିପ ରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀକୁ ଓଡ଼ିଆ ଯୁବକ ସମେତ ଅନ୍ୟ ରାଜ୍ୟ ର ଅନେକ ଯୁବକ ଯାଇଥିବା ବେଳେ ସମସ୍ତେ ଫସି ରହିଛନ୍ତି । ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *