କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲୁଣା ଚିତ୍ରତୋଳା ଦୀପାଞ୍ଚଳ ରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଙ୍କ କରକମଳ ରେ ମାରାଥନ ଶୁଭ ଶିଳାନ୍ୟାସ ସହ ଶୁଭ ଉଦଘାଟନ ହୋଇଯାଇଛି l ପ୍ରଥମେ ଅସୁରେଶ୍ୱର ପଂଚାୟତ ରେ ଅବକାରୀ ଥାନା ର ଶୁଭ ଶିଳାନ୍ୟାସ କରିବା ପରେ ବିଧାୟକ ଇଶାଳୋ ରେ ଥିବା 100 ଶଯ୍ୟା ବିଶିଷ୍ଟ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସର ଶୁଭ ଉଦଘାଟନ କରିଥିଲେ l ପରେ ଓରତି ପଂଚାୟତ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନୂତନ ଗୃହର ଶୁଭ ଶିଳାନ୍ୟାସ କରିଥିଲେ ଏହାପରେ ନରୁଆମଙ୍ଗଳପୁର ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ନୂତନ ଗୃହର ଶୁଭ ଉଦଘାଟନ କରିଥିଲେ l ଶେଷରେ ରେ ବନ୍ଧକଟିଆ ଠାରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ର ଶୁଭ ଶିଳାନ୍ୟାସ କରିଥିଲେ l ଏହି ଉତ୍ସବ ପର୍ବ ରେ ସମସ୍ତ ବିଭାଗ ର କର୍ମ ଚାରି ମାନେ ଉପସ୍ଥିତ ଥିଲେ |

You can share this post!
author