ମୁହଁ ଖୋଲିଲେ ଲବଙ୍କ ଟିମ !

ମୁହଁ ଖୋଲିଲେ ଲବଙ୍କ ଟିମ !

ଲବଙ୍କୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ମୁଁହ ଖୋଲିଛନ୍ତି ଲବ ହାଁସଦାଙ୍କ ଟିମ . ଲବଙ୍କ ଟିମ କହିଛନ୍ତି ଯେଉଁ ବିବାଦ ଚାଲିଛି ସଲୋମିଙ୍କ ଯେଉଁ ମୃତ୍ୟୁ ହୋଇଛି ସେଥିପାଇଁ ସେମାନେ ଅନୁତପ୍ତ . ଏହି ସମୟରେ ସମସ୍ତଙ୍କୁ ଧର୍ଯ୍ୟଧରିବା ସହ ପ୍ରାର୍ଥନା କରିବାକୁ କହିଛନ୍ତି ସତ ନିଶ୍ଚିତ ସାମ୍ନାକୁ ଆସିବ . ଯେଉଁସବୁ ଗୁଜବ ଉଠୁଛି ଏହାକୁ ବିଶ୍ୱାସ ନ କରିବାକୁ କୁହାଯାଉଛି . ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ନେଇ ଫସି ଯାଇଛନ୍ତି ଲବ . ଆତ୍ମହତ୍ୟା ପାଇଁ ଲବଙ୍କୁ ପ୍ରେମିକାଙ୍କ ପରିବାର ଦାୟୀ କରିବା ପରେ ଘଟଣାକୁ ଅଧିକ ବିବାଦ ଆଡକୁ ଟାଣିହୋଇଯାଇଛି . ୪ ଦିନ ବିତି ଯାଇଥିଲେ ବି ଲବ ହାଂସଦା ଏନେଇ କିଛି ପ୍ରକ୍ରିୟା ଦେଇନଥିବା ବେଳେ . ମୁଁହ ଖୋଲିଛନ୍ତି ଲବ ହାଁସଦାଙ୍କ ଟିମ . ଲବଙ୍କ ଟିମ କହିଛନ୍ତି ବିବାଦ ଯେଉଁ ବିବାଦ ଚାଲିଛି ସୋଲୋମିଙ୍କ ଯେଉଁମୃତ୍ୟୁ ହୋଇଛି ସେଥିପାଇଁ ସେମାନେ ଅନୁତପ୍ତ . ଏହି ସମୟରେ ସମସ୍ତଙ୍କୁ ଧର୍ଯ୍ୟଧରିବା ସହ ପ୍ରାର୍ଥନା କରିବାକୁ କହିଛନ୍ତି ସତ ନିଶ୍ଚିତ ସାମ୍ନାକୁ ଆସିବ .

ଲବ ହାଁସଦା, ସୋସିଆଲ ମିଡିଆ ସେନସେସନ୍. ଦେଶ ବିଦେଶ ବୁଲି ଟ୍ରାଭେଲ ଭିଡିଓ କରି ଖୁବ୍ କମ୍ ଦିନରେ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା . ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା .ବିହାରର ସୋଲୋମୀ ବେଙ୍ଗାଲୁରୁରେ ଚାକିରି କରୁଥିଲେ . କିଛିବର୍ଷ ତଳେ ଲବ ହାଁସଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା. ବନ୍ଧୁତାରୁ ପରସ୍ପରକୁ ଭଲ ପାଇଥିଲେ . ବିବାହ ପାଇଁ ଏକପ୍ରକାର ନିଷ୍ପତ୍ତି ସରିଥିଲା .

ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିଲେ . ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମୀ ଫୋନ୍ କରିଥିଲେ .ତେବେ ସୋଲୋମୀଙ୍କ ମୃତ୍ୟୁକୁ ୪ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଲବଙ୍କର ଦେଖା ମିଳୁନାହିଁ . ଘଟଣାଠାରୁ ଦୂରେଇ ରହିବା ଅଧିକ ସନ୍ଦେହ ଘେରକୁ ନେଇଆସିଛି .

author

Related Articles

Leave a Reply

Your email address will not be published. Required fields are marked *