ମୋଦିଙ୍କ ସପ୍ରାଇଜ କାର୍ଡ…

ମୋଦିଙ୍କ ସପ୍ରାଇଜ କାର୍ଡ…

ପୁଣି ସପ୍ରାଇଜ କାର୍ଡ ଖେଳିଲେ ମୋଦି । ଦିଲ୍ଲୀରେ ବି ଆପ୍ଲାଏ ହେଲା ଓଡିଶା ଫର୍ମୁଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସମାନ ଫର୍ମୁଲା ଆପ୍ଲାଏ କରୁଛି ବିଜେପି । ପ୍ରଥମେ ଓଡିଶା ଆଉ ଏବେ ଦିଲ୍ଲୀ । ଓଡିଶା ପରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଯେଉଁସବୁ ନାଁ ଚର୍ଚ୍ଚାରେ ରହିଥିଲା ସେମାନଙ୍କୁ ପଛରେ ରଖି ମୋଦି ସପ୍ରାଇଜ କାର୍ଡ ଖେଳିଛନ୍ତି । ବଡ ବଡ ଅଭିଜ୍ଞ ନେତାଙ୍କ ବଦଳରେ ମୋଦି ଜଣେ ମହିଳାଙ୍କୁ ଦିଲ୍ଲୀ ସିଂହାସନରେ ବସାଇଛନ୍ତି । ପ୍ରଥମ ଥର ବିଧାୟିକା ହୋଇଥିବା ରେଖା ଗୁପ୍ତା ଆଜିଠୁ ଦିଲ୍ଲୀ ସିଂହାସନରେ ବସିଛନ୍ତି । ଏବଂ ଆଜିଠୁ ହିଁ ଦିଲ୍ଲୀରେ ରେଖା ରାଜ୍ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *