ମୋଦିଙ୍କ ହାତ ଛାଡ଼ିବେ ପଲଟୁରାମ !

ମୋଦିଙ୍କ ହାତ ଛାଡ଼ିବେ ପଲଟୁରାମ !


ପୁଣି ପଲଟି ଯିବେ କି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ? ଅମିତ ଶାହଙ୍କ ବୟାନ ପରେ ସୃଷ୍ଟି ହୋଇଛି ସନ୍ଦେହ .ସ୍ଲୋଗାନରେ କରୁଛନ୍ତି ସମସ୍ତଙ୍କୁ ଘାଇଲା .ପୁଣି ପଲଟି ମାରିବେ କି ବିହାର ମୁଖ୍ୟମନ୍ତ୍ରୀ କୁମାର ?ଆପଣତ ନିତିଶ କୁମାରଙ୍କ କଥା ଜାଣନ୍ତି .ସେ ନିଜ ସ୍ୱାର୍ଥପାଇଁ ଦଳ ବହୁତ ଥର ଦଳ ପରିବର୍ତନ କରିଥିବା କଥା ଚର୍ଚ୍ଚା ହୁଏ .ଏବେ ପୁଣି ସେ ମୋଦିଙ୍କ ହାତଛାଡ଼ିଦେବେ ବୋଲି ଆଲୋଚନା ହୋଉଛି . ତେବେ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଏନଡିଏକୁ ଫେରିଥିଲେ ନୀତିଶ .ଏହାରି ଭିତରେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ବିହାର ନେଇ ଅମିତ ଶାହାଙ୍କ ବୟାନର ଜୋରଦାର ଚର୍ଚ୍ଚା .
ତେବେ ବିହାରରେ ଏନଡିଏର ନେତୃତ୍ୱ କିଏ ନେବେ ?ପ୍ରଶ୍ନର ଉତରରେ ଏନେଇ ନିଷ୍ପତି ବିଜେପି ସଂସଦୀୟ ବୋର୍ଡ ନେବ ବୋଲି କହିଥିଲେ ଅମିତ ଶାହା . ସିଧା ସଳଖ କିଛି କହିନଥିଲେ ବି ଶାହାଙ୍କ ଉତରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା . ବିହାର ଏନଡିଏର ନେତୃତ୍ୱ ନିଷ୍ପତିହୋଇସାରିଥିବା ଭାବୁଥିଲେ ନୀତିଶ .ହେଲେ ଶାହାଙ୍କ ବୟାନ ଭିନ୍ନ ଦିଗକୁ ଇସାରା କରିଥିଲା .ଅପରପକ୍ଷେ ଶାହାଙ୍କ ବୟାନ ପରେ ନୀତିଶଙ୍କ ପ୍ରଗତି ଯାତ୍ରା ସ୍ଲୋଗାନକୁ ନେଇ ଚର୍ଚ୍ଚା ହେଉଛି . ୨୦୧୫ ଭଳି ସ୍ଲୋଗାନ ନୀତିଶ . ଜେଡ଼ିୟୁର ନୂଆ ସ୍ଲୋଗାନ ହେଉଛି ଜବ ବାତ ବିହାରି କି ହୋ ନାମ ସିର୍ଫ ନୀତିଶ କୁମାର କା ହୋ

author

Related Articles

Leave a Reply

Your email address will not be published. Required fields are marked *