ନବୀନଙ୍କୁ ଟପିଲେ ମୋହନ . ଏବେ ମୋହନ ଚଲାଇବେ ଗ୍ରୀନ ହାଇଡ୍ରୋଜେନ ବସ . ଏଣିକି ଭିଡ଼ିରୁ ମିଳିବ ଲୋକଙ୍କୁ ମୁକ୍ତି . କାରଣ ଏବେ ଛାତ ଉପରେ ବସି ଯାତ୍ରା କରିପାରିବେ ଲୋକେ ତାହା ପୁଣି କମ ପଇସାରେ . ଏଥିରେ ଯାତ୍ରୀଙ୍କ ପାଇଁ ଭଡ଼ା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି .ଯେଉଁଠି ମୋ ବସରେ ମାତ୍ର ୫ଟଙ୍କାରେ ଯାତ୍ର ସମ୍ଭବ ହେଉଥିଲା . ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ମୋ ବସ ସେବା ଆରମ୍ଭ କରିଥିଲେ .ଯାହାକି କାର୍ଯ୍ୟକାରୀ ହେବା ସହ ଫଳପ୍ରଦ ମଧ ହୋଇଥିଲା .ଆଜି ହଜାର ହଜାର ଲୋକ ଏହି ସେବା ଉପରେ ନିର୍ଭରଶିଳ ଅଛନ୍ତି .ତେବେ ମୋହନ ଗ୍ରୀନ ହାଇଡ୍ରୋଜେନ ବସ ରାଜ୍ୟରେ ଶୁଭାରମ୍ଭ କରିବାକୁ ଯାଉଛନ୍ତି .
ବର୍ତମାନ ପାଇଁ ୩ନୋଟି ବସ ସର୍ବପ୍ରଥମେ ଚାଲିବ . କଟକ ,ଭୁବନେଶ୍ୱର ପୁରୀ ପର ମୂର୍ହୁତନରେ ଆଉ ଅଧିକରୁ ଅଧି ବସ ଚାଲିବ . ରାଜ୍ୟରେ ଏହି ବସ ଚଳେଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ପ୍ରଚେଷ୍ଟାରେ ଆହୁରି ଅଧିକରୁ ଅଧିକ ବସ ଚାଲିବ ବୋଲି ଯୋଜନା ହେଉଛି . ଏହି ବସ ଲୋକଙ୍କ ପାଇଁ ଉପଯୋଗୀ ହେବ .ଯେଉଁ ପ୍ରକାର ଏବେ ପରିବେଶ ଦୂଷିତ ହେଉଛି ସେଥିରୁୁ ଲୋକ ମାନେ ଏବେ ଜୀବଜନ୍ତୁ ରକ୍ଷା ପାଇପାରିବେ . ୫୮କେଜି ଗ୍ରୀନ ହାଇଡ୍ରୋଜେନ ଲୋଡ଼ ହେଲେ ୬୦୦ କିଲୋମିଟର ପର୍ଯ୍ୟନ୍ତ ଯିବ .