ପୁଣିଥରେ ମ୍ୟାଲେରିଆର ବଦନାମ ମୁଣ୍ଡାଇଲା ଓଡିଶା । ରାଜ୍ୟରେ ବଢି ଚାଲିଛି ମ୍ୟାଲେରିଆ । ମ୍ୟାଲେରିଆରେ ଶୀର୍ଷକୁ ଉଠିଛି ଓଡିଶା । 2020 ମସିହା ପରେ ରାଜ୍ୟରେ ପୁଣିଥରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର ପାର କରିଛି । ପ୍ରାୟତଃ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଠିକ ନାହିଁ । ଆସନ୍ତା ଦିନ ଗୁଡିକରେ ରାଜ୍ୟରେ ମ୍ୟାଲେରିଆର ସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ତେବେ ମ୍ୟାଲେରିଆକୁ ନିୟନ୍ତ୍ରଣ ପାଇଁ ଅସ୍ତ୍ର ହେଉଛି ଔଷଧୀୟ ମଶାରୀ । 2019ରେ ବଣ୍ଟା ଯାଇଥିବା ଔଷଧୀୟ ମଶାରୀର ଅବଧି ଶେଷ ହୋଇଯାଇଛି । ଏଥିପାଇଁ ରାଜ୍ୟସରକାର କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ରରୁ ଏହା ମିଳିନାହିଁ ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025