ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ମହାପ୍ରଭୁଙ୍କ ଆୟୁଧ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି କରାଯାଇଛି । ଭଳି କି ଭଳି ବାଦ୍ୟ ଭେରି ତୁରୀ ହରିବୋଲ ଧ୍ୱନିରେ ମହାପ୍ରଭୁ ସୁଦର୍ଶନ ରତ୍ନ ବେଦୀରୁ ଆସି ଦେବୀଦଳନ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ସୃଷ୍ଟିର ନିୟନ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରି ରଥରେ ରଥାରୂଢ ହୋଇଛନ୍ତି ସୁଦର୍ଶନ ମହାପ୍ରଭୁ ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025