ରାଉରକେଲାରୁ ସାମ୍ମନା କୁ ଆସିଛି ଏକ ବଡ ତଥ୍ୟ । ଗୋଟିଏ ଟ୍ରାକରେ ମୁହାଁମୁହିଁ ହୋଇଥାନେତ 3 ଯାତ୍ରୀବାହୀ ଟ୍ରେନ କିନ୍ତୁ ଆଶ୍ୱସ୍ତିକର କଥା ଯେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହୋଇଯାଇଥାନ୍ତେ କାରଣ ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା କିନ୍ତୁ ଏହା ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କି ଏକାସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି? ଯଦି କୌଣସି ଅଘଟଣା ହୋଇଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତା? ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମଧ୍ୟ ଏଭଳି ଭୁଲର ପୁନରାବୃତ୍ତି କରାଯାଉଛି କାହିଁକି ?

You can share this post!
author
Related Articles
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025
ନବୀନ ନିବାସରେ ସେଲିବ୍ରେସନ !
- May 31, 2025