ରାମ ନବମୀକୁ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ରାମ ନବମୀକୁ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ଆସନ୍ତା ୧୭ ତାରିଖରେ ପବିତ୍ର ରାମନବମୀ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହୁ ଉତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଦିନ ଅନୁଷ୍ଠିତ ହେବାକୁ ଥିବା ଶୋଭାଯାତ୍ରା ଏବଂ ନଗର ସଂକୀର୍ତ୍ତନକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ରାମ ନବମୀ ଦିନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସିଆରପିଏଫ, ବିଏସଏଫ ଯବାନଙ୍କ ସମେତ ୩୭ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ନେଇ ରୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *