
ଦଳ କହିଛି କଂଗ୍ରେସର ଦୁଇ ମୁଖ୍ୟ ଚେହେରା ତଥା ଭାଇଭଉଣୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ! ରାଜନୈତିକ କ୍ଷମତାର ଲଢେଇ ଚାଲିଛି ! ସାଧାରଣ ଭାଇ ଭଉଣୀ ପରି ଏମାନଙ୍କ ମଧ୍ୟରେ ଭଲ ବୁଝାମଣା ନାହିଁ ! ବାହାର କୁ ଉତ୍ତମ ସମ୍ପର୍କ ଥିବା ପରି ମନେ ହେଉଥିଲେ ବି ଦୁଇଜଣଙ୍କ ମଧ୍ୟରେ କିଛି ଠିକ ନାହିଁ ! ବିଶେଷ କରି ଦଳର ପ୍ରିୟଙ୍କାଙ୍କ ଦବଦବା ଅଧିକ ରହିଛି ! ଏମାନେ ବିଜେପି ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛି !
ଭିଡିଓରେ ଏକଥା ମଧ୍ୟ କୁହାଯାଇଛି କି ରାହୁଲ ଓ ପ୍ରିୟାଙ୍କକ ମଧ୍ୟରେ କିଛି ଭଲ ନାହିଁ ! କଂଗ୍ରେସ ଦଳର ପ୍ରଚାର ପାଇଁ ପ୍ରୀୟଙ୍କାଙ୍କୁ ବେବହାର କରୁଛି ! ଯାହାର ଉଦାହରଣ ହେଉଛି ହିମାଞ୍ଚଳ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରିୟଙ୍କା ୨୮ଟି ରାଲି କରିବା ସ୍ୱତ ରାହୁଲଙ୍କୁ ସବୁ ଶ୍ରେୟା ଦେଉଛି ଦଳ ! ସେପଟେ ଟୁଇଟ କରି ବିଜେପି ଭିଡିଓର ଜବାବ ରଖିଛି କଂଗ୍ରେସ !