ରେପୋ ରେଟ ଅପରିବର୍ତ୍ତିତ…

ରେପୋ ରେଟ ଅପରିବର୍ତ୍ତିତ…

ରେପୋ ରେଟକୁ ନେଇ ଆରବିଆଇର ବଡ ନିଷ୍ପତ୍ତି । ରେପୋ ରେଟ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । 6.5 ପ୍ରତିଶ୍ରତରେ ସ୍ଥିର ରହିଲା ରେପୋ ରେଟ । ଏ ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲଗାତାର 11 ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ ରଖାଯାଇଛି । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

author

Related Articles

Leave a Reply

Your email address will not be published. Required fields are marked *