ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ୮ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ୪୯ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।
କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକାରେ
ବରଗଡ଼- ସଂଜୟ ଭୋଇ
୨. କଳାହାଣ୍ଡି- ଦ୍ରୌପଦୀ ମାଝୀ
୩. ନବରଙ୍ଗପୁର- ଭୁଜବଳ ମାଝୀ
୪. କନ୍ଧମାଳ- ଅମିର ଚାନ୍ଦ ନାୟକ
୫. ବ୍ରହ୍ମପୁର- ରଶ୍ମିରଂଜନ ପଟ୍ଟନାୟକ
୬. କୋରାପୁଟ- ସପ୍ତଗିରି ଉଲାକା
୭. ବଲାଙ୍ଗିର- ମନୋଜ ମିଶ୍ର
୮. ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ ଙ୍କ ନାଁ ସ୍ଥାନ ପାଇଥିବା ବେଳେ ବିଧାନସଭା ପ୍ରାର୍ଥୀ ତାଲିକାରେ
୧. ନୂଆପଡା- ଶରତ ପଟ୍ଟନାୟକ
୨. ପଦ୍ମପୁର- ଟଙ୍କଧର ସାହୁ,
୩. କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
୪. ବିଜେପୁର- କିଶୋର ଦଫାଦାର
୫. ଭଂଜନଗର- ପ୍ରଶାନ୍ତ ବିଷୋୟୀ
୬. ବରଗଡ଼- ନିପନ ଦାସ,
୭. ଭଟଲୀ- ବ୍ରହ୍ମା ମହାକୁଡ଼
୮. ଜୟପୁର- ତାରା ବାହିନୀପତି
୯. ଗୁଣପୁର- ସତ୍ୟଜିତ ଗମାଙ୍ଗ
୧୦. ବ୍ରଜରାଜନଗର- କିଶୋର ପଟେଲ
୧୧. ତଳସରା- ପ୍ରବୋଧ ତିର୍କୀ
୧୨. ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
୧୩. ରଘୁନାଥପାଲୀ- ଗୋପାଳ ଦାସ
୧୪. ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
୧୫. ରାଜଗାଙ୍ଗପୁର- ରାଜନ ଏକ୍କା
୧୬. ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
୧୭. ପାଟଣାଗଡ଼- ଅନୀଲ ମେହେର
୧୮. ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
୧୯. ଉମରକୋଟ- ସନରାଜ ଗଣ୍ଡ
୨୦. ଝରିଗାଁ- ହାରାବତୀ ଗଣ୍ଡ
୨୧. ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
୨୨. ଫୁଲବାଣୀ- ପ୍ରତିଭା କହଁର
୨୩. କଣ୍ଟାମାଳ- ମନୋଜ ଆଚାର୍ୟ୍ୟ
୨୪. ବୌଦ୍ଧ- ନବ ମିଶ୍ର
୨୫. ପୋଲସରା- ଅଗସ୍ତୀ ବରଦା
୨୬. କବିସୂର୍ୟ୍ୟନଗର- ଚିରଂଜୀବ ବିଷୋୟୀ
୨୭. ସୋରଡ଼ା- ହରିକ୍ରିଷ୍ଣା ରଥ
୨୮. ନବରଙ୍ଗପୁର- ଦିଲୀପ ପ୍ରଧାନୀ
୨୯. ଡାବୁଗାଁ- ଲିପିକା ମାଝୀ
୩୦. ଲାଞ୍ଜିଗଡ଼- ବଳଭଦ୍ର ମାଝୀ
୩୧. ଜୁନାଗଡ଼- ତୁଳେଶ୍ବର ନାଏକ
୩୨. ଧର୍ମଗଡ଼- ରଶ୍ମୀରେଖା ରାଉତ
୩୩. ଭବାନୀପାଟଣା- ସାଗର ଦାସ
୩୪. ନର୍ଲା- ଭକ୍ତ ଚରଣ ଦାସ
୩୫. ବାଲିଗୁଡ଼ା- ସୁରଦ ପ୍ରଧାନ
୩୬. ସାନଖେମୁଣ୍ଡି- ରମେଶ ଜେନା
୩୭. ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
୩୮. ମୋହନା- ଦାଶରଥୀ ଗମାଙ୍ଗ
୩୯. ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୪୦. ବିଷମକଟକ- ନୀଳମାଧବ ହିକକା
୪୧. ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
୪୨. ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
୪୩. କୋଟପାଡ଼- ଅନାମ ଦିଆନ,
୪୪. କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
୪୫. ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
୪୬. ମାଲକାନଗିରି- ମାଲା ମାଢ଼ୀ
୪୭. ଚିତ୍ରକୋଣ୍ଡା- ମଙ୍ଗୁ ଖିଲ ଙ୍କ ନାଁ ସ୍ଥାନ ପାଇଛି ।