
କାକହଣ୍ଡି ଜିଲ୍ଲା ଧର୍ମଗଡ ଅରବିନ୍ଦ ପଡା ର ଜଣେ ଶିକ୍ଷକ ଙ୍କ ବାଡିରୁ ଏକ ତିନି ଫୁଟ ର ଅଜଗର ଉଦ୍ଧାର କରିଛନ୍ତି ସ୍ନେକହେଲ୍ପଲାଇନ ଦିପlର୍ଟମେଣ୍ଟ ସୂଚନା ଅନୁସାରେ ଜଣେ ଶିକ୍ଷକ ଏବଂ ତାଙ୍କ ପୁଅ ବାଡ଼ି ରେ ଥିବା ଲଟା ବୂଟା ସଫା କରୁଥିବା ସମୟରେ ଏକ ବିରାଟ ଅଜଗର ସାପ ଦେଖିବାକୁ ପାଇଥିଲେ ପରବର୍ତୀ ସମୟ ରେ ସ୍ନେକ ହେଲ୍ପ ଲାଇନ ଡିପାର୍ଟମେଣ୍ଟ କୁ ଯୋଗାଯୋଗ କରିଥିଲେ ପରେ ସ୍ନେକ ହେଲ୍ପଲାଇନର ଲୋକେ ଆସି ଅଗଜର କୁ ଉଦ୍ଧାର କରି ସାଙ୍ଗ ରେ ନେଇ ଯାଇଥିଲେ ଅଜଗର ର ଲମ୍ବ ତିନି ଫୁଟ ବୋଲି ଅନୁମାନ କରାଯାଉଛି l ସହର ଭିତରକୁ ଏତେ ବଡ ଅଜଗର ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ଖେଳିଯାଇଛି