ସାରା ରାଜ୍ୟରେ ଧୀରେ ଧୀରେ ଶୀତ ପଡିବା ଆରମ୍ଭ ହୋଇଗଲାଣି । ଏହି ଶୀତ ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୨୬ ତାରିଖ ଆଡକୁ ଲଘୁଚାପର ରୂପ ନେବା ପରେ ୨୭ରେ ଅବପାତରେ ପରିଣତ ହୋଇପାରେ । ସୂଚନା ଅନୁଯାୟୀ କ୍ରମେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ତେବେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025