ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ବିଜେଡିର ବରିଷ୍ଠ ନେତା । ନବୀନ ନିବାସରେ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ବିଜେଡି ନେତା । ନିଜ ନିଜ ସମର୍ଥକଙ୍କ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଆଶାୟୀ ପ୍ରାର୍ଥୀ । ଅରୂପ ପଟ୍ଟନାୟକଙ୍କ ସହ ବିଧାୟକ ଆଶାୟୀ ପ୍ରାର୍ଥୀ ପୁରୀରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପହଞ୍ଚିଥିଲେ । ମହାପ୍ରଭୁଙ୍କ ଆଶିଷ ନେବା ପରେ ପ୍ରଚାର ଆରମ୍ଭ ହେବ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ହୋଇଥିଲା । ଏହା ପରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନେଇ ବୈଠକ କରିଥିଲେ ଅରୂପ ପଟ୍ଟନାୟକ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025