ଷ୍ଟେଜ ଉପରେ ଚପଲ ଖୋଲିଲେ ରାଣୀ ପଣ୍ଡା

ଷ୍ଟେଜ ଉପରେ ଚପଲ ଖୋଲିଲେ ରାଣୀ ପଣ୍ଡା

ଷ୍ଟେଜ ଉପରେ ଚପଲ ଖୋଲିଲେ ରାଣୀ ପଣ୍ଡା . ପାଖରେ ଠିଆ ହୋଇଛନ୍ତି ଚାରି ଚାରୋଟି ବାଉସର . ଭାଇରାଲ ହେଲା ଭିଡ଼ିଓ . ଥରେ ଦେଖନ୍ତୁ ଏହି ଦୃଶ୍ୟକୁ କିପରି ଷ୍ଟେଉପରେ ଚପଲ ଖୋଲୁଛନ୍ତି ରାଣୀ ପଣ୍ଡା . ପ୍ରଥମେ ଆଙ୍କର ତାଙ୍କୁ ମଂଚ ଉପରକୁ ସ୍ୱାଗତ କରୁଛନ୍ତି .ନାଁ ଡାକିବା ମାତ୍ରେ ଷ୍ଟେଜ ଉପରକୁ ଆସୁଛନ୍ତି ରାଣୀ . ସେ ଏକ ନୁହଁନ୍ତି ତାଙ୍କ ସହିତ ଚାରି ଚାରି ଜଣ ବାଉସର ମଧ୍ୟ ଷ୍ଟେଜ ଉପରକୁ ଆସୁଛନ୍ତି . ମଂଚ ଉପରେ ରାଣୀଙ୍କୁ ଦେଖି ଲୋକେ ହୋ ହଲ୍ଲା କରୁଛନ୍ତି . ତାଙ୍କ ଫ୍ୟାନ୍ସ ମାନେ ହାଲ୍ଲା ଗୋଲ୍ଲା କରୁଛନ୍ତିି . ଠିକ ଏହି ସମୟରେ ରାଣୀ ଚପଲ ଖୋଲୁଥିବା ଦେଖିବାକୁ ମିଳୁଛି . ଯାହାକୁ ଦେଖିବାକୁ ପରେ ଲୋକେ କହୁଛନ୍ତି ଏମିତି କଣ ହେଲା ଯେ ଷ୍ଟେଜ ଉପରେ ରାଣୀ ଷ୍ଟେଜ ଜୋତା ଖୋଲିଲେ .

ତେବେ ଏହାକୁ ଦେଖିବା ପରେ ଆପଣବି ଭାବୁଥିବେ କିଛି ଗୋଟେ ଘଟଣା ନିଶ୍ଚୟ ଘଟିଥିବ ଯେଉଁଥିପାଇଁ ରାଣୀ ଚପଲ ଖୋଲୁଛନ୍ତି ତେବେ ସେମିତି କିଛି ନୁହେଁ.ରାଣୀ ଙ୍କୁ ମଂଚ ଉପରେ ସମ୍ମାନିତ କରାଯାଉଥିବା ବେଳେ ସେ ଚପଲ ଖୋଲୁଛନ୍ତି .ଯାହା ତାଙ୍କର ନମ୍ର ଭାବୁ ପ୍ରକାଶିତ କରୁଛି . ତେବେ ରାଣୀ ପଣ୍ଡା ଖଣ୍ଡଗିରି ନାଁ ଉପରେ ସମସ୍ତଙ୍କ ମନରେ ଗୋଟିଏ ନାଁ ଆସେ ରାଣୀ ପଣ୍ଡା . ତାଙ୍କୁ ଦେଖିବାକୁ ଲୋକଙ୍କ କାହିଁ କେତେ ଦୁରରୁ ଯାତ୍ରା ଦେଖିବାକୁ ଆସୁଛନ୍ତି . ଏଥର ପୃଥ୍ୱୀରାଜ ଗଣନାଟ୍ୟରେ ରାଣୀଙ୍କ ନାଟକ ରାଜଧାନୀର ରଜନୀ ଗନ୍ଧା ରେଡର୍କ ସୃଷ୍ଟି କରିଛି . ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି .

ଖାଲି ସେତିକି ନୁହେଁ ସେହି ଷ୍ଟେଜରେ ଆଉ ଜଣେ କଳାକାରଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା . ଯାହାଙ୍କ ଗୀତ ବିଗନ ଦିନେ ବହୁ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି . ଆମେ କହୁଛୁ ବିଭୂତି ଭୂଷଣ ବିଶ୍ୱାଳ ଙ୍କ କଥା ଯାହାଙ୍କ ଛିଛି ଛିରେ ନାନୀ ଗୀତ ଏବେ ବହୁତ ଭାଇରାଲ ହୋଇଥିଲା . ତାଙ୍କୁ ମଧ୍ୟ ରାଣୀ ପଣ୍ଡାଙ୍କ ସହ ଷ୍ଟେଜରେ ଦେଖିବକାୁ ମିଳିଥିଲା .

author

Related Articles

Leave a Reply

Your email address will not be published. Required fields are marked *