ସତ ମାନିଲେ ମନ୍ତ୍ରୀ…

ସତ ମାନିଲେ ମନ୍ତ୍ରୀ…

ସତ ମାନିଲେ ମନ୍ତ୍ରୀ । ଧାନକିଣାରେ କଟନୀ ଛଟନୀକୁ ସ୍ୱୀକାର କଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଅଦିନିଆ ବର୍ଷା ପାଇଁ ଧାନର ମାନ କମିଥିବାରୁ କିଛି ଜାଗାରେ ପ୍ରାୟ ତିନି କେଜି ଲେଖାଏଁ କଟନି ଛଟନି ହେଉଥିବା କହିଛନ୍ତି ମନ୍ତ୍ରୀ । ଅଳ୍ପ କାଟିଲେ ବି ୩୧୦୦ ଟଙ୍କା ପାଇବେ ଚାଷୀ । ବାହାରେ ବିକିଲେ ୨୧୦୦ ରୁ ୨୨୦୦ ଟଙ୍କା ମିଳିବ। ସେଥିପାଇଁ କିଛି କାଟିଲେ ବି ଚାଷୀ ଧାନ ବିକ୍ରି କରୁଛନ୍ତି । ରାଜ୍ୟ ସରକାର ପ୍ରାୟ ୩୦ ହଜାର ଟନ ଧାନ କିଣି ସାରିଲେଣି । ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *